Browsing Tag

Gopalpur Assembly Constituency

ଇତିହାସ ରଚିଲା ରଂଗେଇଲୁଣ୍ଡା ବ୍ଲକ, ପ୍ରଥମ ଥର ପାଇଁ ନିର୍ବିରୋଧରେ ନିର୍ବାଚିତ ହେଲେ ବ୍ଲକ ଅଧ୍ୟକ୍ଷ

ଗୋପାଳପୁର- ଇତିହାସ ରଚିଲା ଗୋପାଳପୁର ରଂଗେଇଲୁଣ୍ଡା ବ୍ଲକ । ପ୍ରଥମ ଥର ପାଇଁ ବ୍ଲକ ଅଧ୍ୟକ୍ଷ ଏଠାରେ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି ।ଅଧ୍ୟକ୍ଷା ଭାବେ ଉଷାରାଣୀ ଲଗାତର ଦ୍ୱିତୀୟ ଥର ନିର୍ବାଚିତ ହୋଇଛନ୍ତି । ଗୋପାଳପୁର ବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ସ‍ଂପୂଣ୍ଣ ଆସ୍ଥା ପ୍ରକଟ କରିଛନ୍ତି…

ଗୋପାଳପୁର ନିର୍ବାଚନମଣ୍ଡଳୀରେ ଦୁର୍ବଳ ହେଉଛନ୍ତି ବିରୋଧୀ: ସହସ୍ରାଧିକ ନେତା, କର୍ମୀ ବିଜେଡିରେ ସାମିଲ ହେଲେ

ଗୋପାଳପୁର: ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଜେଡି ପ୍ରତି ସେତେ ସମର୍ଥନ ବୃଦ୍ଧି ପାଉଛି। ଦୀର୍ଘ ୨୧ ବର୍ଷ ଧରି ରାଜ୍ୟବାସୀଙ୍କୁ ସୁଶାସନ ଦେଇ ଆସୁଥିବା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିକାଶକୁ ସରକାର- ପ୍ରଶାସନର ମୂଳମନ୍ତ୍ର କରିଥିବା ବିଜୁ ଜନତା ଦଳ…

ଗୋପାଳପୁର ନିର୍ବାଚନମଣ୍ଡଳୀ ୫୫ ନଂ ଜୋନ୍‌ସ୍ତରୀୟ ଯୁବ ଓ ଛାତ୍ର ସଙ୍ଗଠନ ବୈଠକ

ଗୋପାଳପୁର: ଗୋପାଳପୁର ନିର୍ବାଚନମଣ୍ଡଳୀରେ ଦିନକୁ ଦିନ ମଜବୁତ ହେଉଛି ବିଜୁ ଜନତା ଦଳ। ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିବା ସାଙ୍ଗକୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସକାଶେ ସଶକ୍ତ ଓ ବ୍ୟବସ୍ଥିତ ଭାବେ ରଣକୌଶଳ ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରିବାରେ ଲାଗିଛି ବିଜେଡି। ପୂର୍ବରୁ…

ଗୋପାଳପୁର ନିର୍ବାଚନ ମଣ୍ଡଳୀ:ବିଧାୟକ ପ୍ରାର୍ଥୀ ଏସ୍.ଧର୍ମରାଜ ରେଡ୍ଡୀଙ୍କ କଂଗ୍ରେସରୁ ଇସ୍ତଫା

ଗୋପାଳପୁର : ଗତ ସାଧାରଣ ନିର୍ବାଚନରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଥିବା ଏସ୍.ଧର୍ମରାଜ ରେଡ୍ଡୀଙ୍କ ସମେତ ୬ ସ୍ଥାନୀୟ ଟାଣୁଆ ନେତା ଦଳ ଛାଡ଼ିଛନ୍ତି। ଗୋପାଳପୁର ନିର୍ବାଚନମଣ୍ଡଳୀ କଂଗ୍ରେସର ବରିଷ୍ଠ ତଥା ପ୍ରଭାବଶାଳୀ ନେତା କୁହାଯାଉଥିବା ଏସ୍. ଧର୍ମରାଜ…

ଗୋପାଳପୁର ନିର୍ବାଚନମଣ୍ଡଳୀ ପଞ୍ଚାୟତ ନିର୍ବାଚନ ସଜବାଜ : ବିଜେଡି ପଟକୁ ଢଳୁଛି ଦୃଶ୍ୟପଟ୍ଟ

ଲେଖକ: ପ୍ରତିଭା ନେପାକ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ପଞ୍ଚାୟତ ନିର୍ବାଚନ ସକାଶେ ସଂରକ୍ଷଣ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ସହ ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ମତଦାନ ଲଢ଼େଇ ଆଡ଼କୁ ଆଉ ପାଦେ ଆଗେଇ ଯାଇଛି। ଏଥିସହ ଭୋଟରଙ୍କୁ ନିଜ ପଟକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ…

ଗୋପାଳପୁର ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ସଜବାଜ: ବିଜେଡି ବିଜୟର ଭରପୁର ଆଶାରେ କର୍ମୀ ଉତ୍ସାହିତ

ଗୋପାଳପୁର: ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ସହ ତାଳ ଦେଇ ବିଜେଡି ସମେତ ବିଭିନ୍ନ ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବା ପାଇଁ ସଜବାଜ ଆରମ୍ଭ କରି ଦେଲେଣି। ସେଥିପାଇଁ ବିଭିନ୍ନ ସ୍ଥାନରେ ରାଜନୈତିକ ଦଳର ନେତା ଓ କର୍ମୀ ଚଳଚଞ୍ଚଳ ହୋଇ ଉଠିଲେଣି। ଗଞ୍ଜାମ ଜିଲ୍ଲାରେ ବିକାଶର…