Browsing Tag

Hatras Gang-Rape

ହାଥରସ ଗଣଦୁଷ୍କର୍ମ ମାମଲା : ତଦନ୍ତ ରିପୋର୍ଟ ଦାଖଲ ପାଇଁ ଏସଆଇଟିକୁ ଆଉ ୧୦ ଦିନ ସମୟ ଦେଲେ ଯୋଗୀ ସରକାର

ଲକ୍ଷ୍‌ନୌ –ୟୁପି ହାଥରସ ଗଣଦୁଷ୍କର୍ମ ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ-ଏସଆଇଟିକୁ ରିପୋର୍ଟ ଦାଖଲ ପାଇଁ ଆଉ ୧୦ ଦିନ ଅଧିକ ସମୟ ଦିଆଯାଇଛି । ତେଣୁ ଏସଆଇଟି ଆଜି ତଦନ୍ତ ରିପୋର୍ଟ ଦାଖଲ କରିବ ନାହିଁ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏସଆଇଟିକୁ ପୂର୍ବରୁ ଦେଇଥିବା ୭ ଦିନର ସମୟସୀମା…