ଓମିକ୍ରନ୍ ଭାରିଆଣ୍ଟ ପାଇଁ ଆଇସିଏମଆର ବୈଜ୍ଞାନିକ ପ୍ରସ୍ତୁତ କଲେ କିଟ୍, ମାତ୍ର ଦୁଇ ଘଣ୍ଟାରେ ଜଣାପଡ଼ିବ ରେଜଲ୍ଟ
ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ ଓମିକ୍ରନ୍ ବିପଦ ବଢୁଛି | ଇତି ମଧ୍ୟରେ ଆଇସିଏମଆର ବୈଜ୍ଞାନିକମାନେ ଓମିକ୍ରନ୍ ଭାରିଆଣ୍ଟ ଟେଷ୍ଟ କରିବା ପାଇଁ ଏକ କିଟ୍ ପ୍ରସ୍ତୁତ କରିଛନ୍ତି | ଓମିକ୍ରନ୍ ଟେଷ୍ଟିଂ ପାଇଁ ଏହି କିଟ୍ ଉତ୍ତର-ପୂର୍ବର ଆଞ୍ଚଳିକ ମେଡିକାଲ୍ ରିସର୍ଚ୍ଚ ସେଣ୍ଟରର…