ଭିଜିଲାନ୍ସ ମାମଲାରେ ପାଠକ ବାପ-ପୁଅଙ୍କୁ ଜାମିନ, କିନ୍ତୁ କ୍ରାଇମବ୍ରାଂଚ ମାମଲା ଥିବାରୁ ଜେଲରେ ହିଁ ରହିବେ
ଭୁବନେଶ୍ୱର- ନିଲମ୍ବିତ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ କୋର୍ଟରୁ ଜାମିନ ମିଳିଛି । ବାପପୁଅଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଗିରଫ କରିବାର ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରି ନ ପାରିବାରୁ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ…