Browsing Tag

Indian Army

ସୁପ୍ରିମକୋର୍ଟରେ ସେନାର ୩୯ ମହିଳା ଅଧିକାରୀଙ୍କ ବଡ଼ ବିଜୟ, ସ୍ଥାୟୀ କମିଶନ ପାଇଁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ…

ନୂଆଦିଲ୍ଲୀ: ଭାରତୀୟ ସେନାର ୩୯ ମହିଳା ଅଧିକାରୀ ସୁପ୍ରିମକୋର୍ଟରେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଏହି ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ସହ ଜଡିତ ଆଦେଶ ଶୀଘ୍ର ଜାରି କରାଯିବା ଉଚିତ ବୋଲି କହିଛନ୍ତି।…

ଭୂସ୍ଖଳନରେ ଜଣେ ଯବାନଙ୍କ ମୃତ୍ୟୁ, ଦୁଇ ଆହତ

ନୂଆଦିଲ୍ଲୀ - ଜାମ୍ମୁକାଶ୍ମୀରର କୁପୱାରା ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଭାରତୀୟ ସେନାବାହିନୀର ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ନିୟନ୍ତ୍ରଣ ରେଖା (ଏଲଓସି) ନିକଟସ୍ଥ ତଙ୍ଗଧର ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୂସ୍ଖଳନ ଘଟିବା ପରେ ସେଠାରେ ଥିବା ଏକ ସେନା…