Browsing Tag

Indian railways

ବାତ୍ୟା ଦୃଷ୍ଟିରୁ ଆଉ କିଛି ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର – ବାତ୍ୟା ଦୃଷ୍ଟିରୁ କିଛି ରୁଟ୍‌ରେ ଟ୍ରେନ୍ ଚଳାଚଳ ବାତିଲ କରିଛି ପୂର୍ବତଟ ରେଳପଥ । ଆଜି ଓ ଆସନ୍ତାକାଲି ପାଇଁ ଟ୍ରେନ ବାତିଲ କରାଯାଇଛି । ଆଜି ୩୬ ଓ ଆସନ୍ତାକାଲି ୩୮ଟି ଟ୍ରେନ ବାତିଲ କରାଯାଇଛି ।

ରେଳଯାତ୍ରୀଙ୍କୁ ଝଟକା, ବଢ଼ିଲା ରେଳଭଡ଼ା

ନୂଆଦିଲ୍ଲୀ – ପେଟ୍ରୋଲ ଓ ଡିଜେଲ ଦର ସାଙ୍ଗକୁ ଏଲ୍‌ପିଜିର କ୍ରମାଗତ ଦର ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଥିବା ସାଧାରଣ ଲୋକଙ୍କୁ ଏବେ ଆଉ ଏକ ଝଟ୍‌କା ଲାଗିଛି । ବିଶେଷକରି ରେଳଯାତ୍ରୀଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି । ଭାରତୀୟ ରେଳବାଇ କିଛି ସ୍ୱଳ୍ପ ଦୂରଗାମୀ ତଥା ଲୋକାଲ ଟ୍ରେନର ଭଡ଼ା…

ଏଥର ରେଳ ବଜେଟରେ ଓଡିଶା ପାଇଁ ୫ ହଜାର ୫୨୮ କୋଟି ଟଙ୍କା ଅନୁଦାନ

ନୂଆଦିଲ୍ଲୀ – ଏଥର ରେଳ ବଜେଟରେ ଓଡିଶା ପାଇଁ ୫ ହଜାର ୫୨୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ୨୦୦୯-୨୦୧୪ ମଧ୍ୟରେ ଓଡିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଥିଲା । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଓଡିଶାକୁ ଅନୁଦାନ ହାର ୫୬୦ ପ୍ରତିଶତ ଅଧିକ ଥିବା କେନ୍ଦ୍ର ରେଳ ମନ୍ତ୍ରୀ ଟ୍ୱିଟ୍ କରି ସୂଚନା…

ରେଳବାଇ ତରଫରୁ ଜାରି କରାଗଲା ଏକକ ହେଲ୍ପଲାଇନ ନମ୍ବର ୧୩୯

ନୂଆଦିଲ୍ଲୀ – ଏଣିକି ଗୋଟିଏ ହେଲ୍ସଲାଇନ୍ ନମ୍ବରରେ ଭାରତୀୟ ରେଳ ସମ୍ପର୍କିତ ସବୁ ସୂଚନା ମିଳିପାରିବ । ଭାରତୀୟ ରେଳବାଇ ତରଫରୁ ସବୁ ହେଲ୍ସଲାଇନ ନମ୍ବରକୁ ମିଶ୍ରଣ କରାଯାଇ ଗୋଟିଏ ହେଲ୍ସଲାଇନ୍ ନମ୍ବର ୧୩୯ ଜାରି କରାଯାଇଛି । ଏବେ ଏହି ନୂଆ ହେଲ୍ସଲାଇନ୍ ନମ୍ବରରେ ଯାତ୍ରୀମାନେ ସବୁ ସୂଚନା…