Browsing Tag

KALIA Yojana

ରବି ଫସଲ ପାଇଁ ନୂଆଁଖାଇରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା: ୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ଜମା କରାଯାଇଛି । ପବିତ୍ର…

ଭୂମିହୀନ ଚାଷୀଙ୍କ ଖୁସି-ନିର୍ମାତା – ନବୀନ

ଦୁନିଆ, ଦେଶ, ପ୍ରଦେଶ ସମକ୍ଷରେ ଆଜି ମହାମାରୀର ବିପତ୍ତି। କରୋନା କାରଣରୁ ପ୍ରତ୍ୟେକ ପରିସରରେ - ଆମ ଦେଶ କୁହନ୍ତୁ ଅବା ଆମ ରାଜ୍ୟ - ଊଣା ଅଧିକେ ସମସ୍ତଙ୍କ ରୋଜଗାର ତଥା ଆୟର ପନ୍ଥା ପ୍ରଭାବିତ ହୋଇଛି। ଆମ ରାଜ୍ୟ ପ୍ରସଙ୍ଗରେ କହିଲେ ସବୁଠୁ କଠିନ ସଙ୍କଟ ଭୋଗିଥିଲେ ରାଜ୍ୟର ପ୍ରାୟ ୧୮ ଲକ୍ଷ…

କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୄଷକ ପରିବାରକୁ ୩୮୬ କୋଟି ଟଙ୍କାର କୋଭିଡ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ସ୍ବାମୀ ନାଥନ କମିଟି ରିପୋର୍ଟ ଲାଗୁ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ: ନବୀନ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ୧୮…

କାଳିଆ ହିତାଧିକାରୀଙ୍କୁ ଆଜି ଦିଆଯିବ କୋଭିଡ ସହାୟତା

ଭୁବନେଶ୍ୱର- କାଳିଆ ହିତାଧିକାରୀଙ୍କୁ କୋଭିଡ ସହାୟତା ଆଜି ପ୍ରଦାନ କରାଯିବ । ଏହି ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୮୬ କୋଟି ଟଙ୍କାର ସ୍ୱତନ୍ତ୍ର କୋଭିଡ ସହାୟତା ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ସାଢେ ୫ଟାରେ ଏହାର ଶୁଭାରମ୍ଭ କରିବେ । ପୂର୍ବରୁ ମେ…