Browsing Tag

Kapil Dev

ଆଂଜିଓପ୍ଲାଷ୍ଟି ପରେ ବେଶ୍ ପ୍ରଫୁଲ୍ଲିତ ଅଛନ୍ତି କପିଳ, ହସପିଟାଲରୁ ଜାରି ହେଲା ଫଟୋ

ନୂଆଦିଲ୍ଲୀ – ହୃଦଘାତ ପରେ ଜରୁରୀକାଳିନ ଆଂଜିଓପ୍ଲାଷ୍ଟି କରାଇଥିବା କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ ଅବସ୍ଥା ସ୍ଥିର ରହିଛି । ଶୀଘ୍ର ଆରୋଗ୍ୟ ପାଇଁ ପ୍ରଶଂସକଙ୍କ ଶୁଭେଚ୍ଛା ପାଇଁ ସେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭାରତର ପ୍ରଥମ ବିଶ୍ୱବିଜେତା କ୍ରିକେଟ କ୍ୟାପଟେନଙ୍କ ଚିକିତ୍ସିତ…

ପୂୂର୍ବତନ କ୍ରିକେଟର କପିଳ ଦେବଙ୍କୁ ହୃଦଘାତ, ଦିଲ୍ଲୀର ଘରୋଇ ହସପିଟାଲରେ ଭର୍ତି, ଅବସ୍ଥା ସ୍ଥିର

ନୂଆଦିଲ୍ଲୀ -ପୂର୍ବତନ ଭାରତୀୟ କ୍ରିକେଟର କପିଳ ଦେବ ହୃଦଘାତର ସମ୍ମୁଖୀନ ହୋଇଛନ୍ତି । ଏହା ଜଣାପଡିବା ପରେ ତାଙ୍କୁ ଦିଲ୍ଲୀର ଏକ ହସପିଟାଲରେ ଭର୍ତି କରାଯାଇଛି । ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ଆଂଜିଓପ୍ଲାଷ୍ଟି କରାଯାଇଛି । କପିଳ ଦେବଙ୍କ ଅବସ୍ଥା ସ୍ଥିର ଥିବା ହସପିଟାଲ ପକ୍ଷରୁ କୁହାଯାଇଛି…