Browsing Tag

Khordha Admin

ଶ୍ରୀଲିଙ୍ଗରାଜ ମନ୍ଦିର ନେଇ ବାଇ-ଲ’ ପ୍ରତ୍ୟାହାର ଦାବିରେ ଏନଏମଏକୁ ଚିଠି ଲେଖିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର- ଲିଙ୍ଗରାଜ ମନ୍ଦିର ନେଇ ବିବାଦୀୟ ବାଇ -ଲ’ ପ୍ରତ୍ୟାହାର ଦାବି କରି ଜାତୀୟ ସ୍ମାରକୀ ପ୍ରାଧିକରଣ-ଏନଏମଏ ସଦସ୍ୟଙ୍କୁ ଚିଠି ଲେଖିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଖୋର୍ଦ୍ଧା ଜିଲ୍ଲାପାଳ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ସଭାପତି ମଧ୍ୟ ଅଛନ୍ତି । ଏନଏମଏକୁ ଲେଖିଥିବା ଚିଠିରେ ଜିଲ୍ଲାପାଳ…

ଖୋର୍ଧା ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ‘ଗଂଜାମ ଫର୍ମୁଲା’

ଭୁବନେଶ୍ୱର – ଖୋର୍ଧାରେ କୋରୋନା ମୁକାବିଲା ପାଇଁ ଲାଗୁ ହେବ ଗଂଜାମ ରଣନୀତି । ଖୋର୍ଧା ଜିଲ୍ଲାରେ ବେକାବୁ କୋରୋନା ନିୟନ୍ତ୍ରଣ ପାଇଁ ବସିଥିବା ବୈଠକରେ ରାଜଧାନୀ ଭୁବନେଶ୍ୱର ସହ ଗ୍ରାମାଂଚଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଗଂଜାମ ଜିଲ୍ଲାରେ କୋଭିଡ ରଣନୀତି ସଫଳ ହେବା ପରେ ଗଂଜାମ ଜିଲ୍ଲା…