Browsing Tag

Lakshmi Vilas Bank

ଡିବିଆଇଏଲ୍ ସହ ଲକ୍ଷ୍ମୀବିଳାସ ବ୍ୟାଙ୍କର ମିଶ୍ରଣକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ – ଡିବିଆଇଏଲ୍ ବ୍ୟାଙ୍କ ସହ ଲକ୍ଷ୍ମୀବିଳାସ ବ୍ୟାଙ୍କର ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ଏ ସମ୍ପର୍କିତ ନିଷ୍ପତ୍ତିକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛି । ଏହି ମିଶ୍ରଣ ଯୋଜନା ମୁତାବକ ଲକ୍ଷ୍ମୀବିଳାସ ବ୍ୟାଙ୍କରେ ଡିବିଆଇଏଲ୍ ୨୫୦୦ କୋଟି ପୁଞ୍ଜି ନିବେଶ କରିବ…