Browsing Tag

Lord Jagannath Temple

ଆଜିଠାରୁ ସକାଳ ୫ଟା ୩୦ରୁ ରାତି ସାଢେ ୯ ଯାଏଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ, ପହିଲି ଭୋଗ ନୀତି…

ପୁରୀ – ଶ୍ରୀମନ୍ଦିରରେ ନୂଆ ଏସଓପି ଅନୁସାରେ ଆଜିଠାରୁ ଶ୍ରୀଜିଉଙ୍କ ଦର୍ଶନ ଆରମ୍ଭ ହୋଇଛି । ଆଜିଠାରୁ ଭକ୍ତମାନେ ସକାଳ ସାଢେ ୫ରୁ ରାତି ସାଢେ ୯ ଯାଏଁ ଦର୍ଶନ କରିପାରିବେ । କୋଭିଡ ସଂକ୍ରମଣ ଆଶଙ୍କା ଓ ଭିଡ ନିୟନ୍ତ୍ରଣ ପାଇଁ ଏହିମାସ ୩୧ ଓ ନବବର୍ଷ ଦିନ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ…

ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ ଆଜି

ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ତିଥୀର ସନ୍ଧ୍ୟାରେ ଆଡ଼ପ ମଣ୍ଡପ ଅର୍ଥାତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଯେଉଁ ଦର୍ଶନ ହୁଏ, ତାକୁ ସନ୍ଧ୍ୟା ଦର୍ଶନ କୁହାଯାଏ। ଆଷାଢ଼ ଶୁକ୍ଳପକ୍ଷ ସପ୍ତମୀ ଓ ଅଷ୍ଟମୀ ତିଥିରେ ତିନିରଥର ଦକ୍ଷିଣୀ ମୋଡ଼ ପରେ ନବମୀ ତିଥିର ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ଶେଷ ଗୁପ୍ତରାସ…

ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହେଲା ପରେ ସିଂହଦ୍ୱାରରେ ତିନିରଥ, ଆଜି ମହାପ୍ରଭୁଙ୍କ ଉଭାଯାତ୍ରା

ଭୁବନେଶ୍ୱର- ଆସନ୍ତାକାଲି ପବିତ୍ର ଘୋଷଯାତ୍ରା । ବଡ ଭାଇ ବଳଭଦ୍ର ଓ ଉଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ କାଳିଆ ଠାକୁର । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆଜି ଶ୍ରୀମନ୍ଦିରରୁ ତିନି ରଥକୁ ବିଜେ ହୋଇଛି ଆଜ୍ଞାମାଳ । ସକାଳ ଧୂପ ନୀତି ପରେ…

ପୁରୀ: ଶ୍ରୀମନ୍ଦିରରେ ଖଳିଲାଗି – ଅଣସର ଏକାଦଶୀ

ଆଷାଢ଼ କୃଷ୍ଣ ଏକାଦଶୀ। ଶାସ୍ତ୍ରରେ ଏହି ଏକାଦଶୀକୁ ଯୋଗିନୀ ଏକାଦଶୀ କୁହାଯାଇଛି। ଶ୍ରୀମନ୍ଦିର ବିଧି ବ୍ୟବସ୍ଥା ଅନୁସାରେ ଏହି ଏକାଦଶୀକୁ ସ୍ଥାନୀୟ ଭାଷାରେ ଅଣସର ଏକାଦଶୀ ବା ଖଳି ଲାଗି ଏକାଦଶୀ କୁହାଯାଏ। ଏହିଦିନ ଶ୍ରୀଜୀଉ ମାନଙ୍କ ଶ୍ରୀଅଙ୍ଗରେ ସୁବାସିତ ଦ୍ରବ୍ୟ ଲେପନ କରାଯାଏ। ଚନ୍ଦନ,…

ପୁରୀ: ଶ୍ରୀମନ୍ଦିରର ଛତିଶା ନିଯୋଗ

ମହାରାଜ ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ପ୍ରତିଷ୍ଠା କଲାପରେ ଚତୁର୍ଦ୍ଧା ବିଗ୍ରହଙ୍କ ସେବାପୂଜା ପାଇଁ ବ୍ରହ୍ମାଙ୍କୁ ନିବେଦନ କରିଥିଲେ। ପିତାମହ ବ୍ରହ୍ମାଙ୍କ ନିର୍ଦେଶରେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ସର୍ବପ୍ରଥମେ ଚତୁର୍ଦ୍ଧା ବିଗ୍ରହଙ୍କ ପାଇଁ ସାତଗୋଟି ସେବାୟତ ନିଯୋଗ ସୃଷ୍ଟିକରି ସେମାନଙ୍କୁ…

ଶ୍ରୀମନ୍ଦିରରେ ଦଇତାପତି ସେବା ବିଷୟରେ କିଛି ଜାଣିବା କଥା

ନୀଳାଦ୍ରୀନାଥ ଶ୍ରୀଜଗନ୍ନାଥଙ୍କ ରୀତିନୀତି ଖୁବ ରହସ୍ୟମୟ। ଯାହା ବେଦର ମଧ୍ୟ ଅଗୋଚର। ତଥାପି ତାଙ୍କର ଅନୁଷ୍ଠିତ ହୋଇଥାଏ ମାନବୀୟ ଲୀଳା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଆଦି ପ୍ରବର୍ତ୍ତକ ହେଉଛନ୍ତି ବିଶ୍ୱାବସୁ ଶବର ଓ ବିଦ୍ୟାପତି। ଏହି ଦୁଇଜଣ ପୁଣ୍ୟଶ୍ଳୋକ ହେଉଛନ୍ତି…