Browsing Tag

Lord Jagannath

ରଥଯାତ୍ରାର ରୋଚକ ତଥ୍ୟ- ନନ୍ଦିଘୋଷ ରଥର ସାରଥୀ ଓ ପାର୍ଶ୍ଵଦେଵତାଙ୍କ ବିଷୟରେ କିଛି ଜାଣିବା କଥା

ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ କରୁଥିବା ନନ୍ଦିଘୋଷ ରଥର ପ୍ରତ୍ୟେକ ଟି ଅଂଶ ଜଣେ ଜଣେ ଦେବତା ଅଟନ୍ତି। ମନୁଷ୍ୟ ଶରୀର ସଦୃଶ୍ୟ ଏ ରଥର ପରିକଳ୍ପନା। ଅଙ୍ଗ ପ୍ରତ୍ୟଙ୍ଗ ଯୁକ୍ତ ଶରୀର ଯେପରି ପୂର୍ଣ୍ଣାଙ୍ଗ ରୂପ ପ୍ରାପ୍ତ ହୋଇଥାଏ ସେହିପରି ବିଭିନ୍ନ ଦେବତା ଙ୍କ ସମାହାର ରେ ନନ୍ଦିଘୋଷ…

ରଥଯାତ୍ରାର ରୋଚକ ତଥ୍ୟ- ନନ୍ଦିଘୋଷ ରଥ ବିଷୟରେ କିଛି ଜାଣିବା କଥା

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀ କ୍ଷେତ୍ର ପୁରୀରେ ନିର୍ମିତ ହୋଇଥାଏ ତିନୋଟି ସୁଦୃଶ୍ୟ ରଥ। ତିନି ରଥରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରି ଗୁଣ୍ଡିଚାଘର କୁ ଯାଇଥାନ୍ତି। ଶାସ୍ତ୍ରରେ ଏହାକୁ ଦଶାବତାର ଯାତ୍ରା ବୋଲି କୁହାଯାଇଛି। କାରଣ ଚତୁର୍ଦ୍ଧା ବିଗ୍ରହ ଙ୍କ ସହିତ ଚଳନ୍ତି…

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ସଂପନ୍ନ, ସହଯୋଗ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଜିଲ୍ଲାପାଳ

ପୁରୀ – ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସଂପନ୍ନ ହୋଇଛି । ଏ ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେବାୟତଙ୍କ ସଂଖ୍ୟା ନେଇ ବେଶ ବିଳମ୍ବ ହୋଇଥିଲା । ଆଲୋଚନା ପରେ ସାମାନ୍ୟ ବିଳମ୍ବରେ ବେଶ ଶେଷ ହୋଇଛି । ସହଯୋଗ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ…

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ : ୩ ଘଂଟା ବିଳମ୍ବରେ ଆରମ୍ଭ ହେଲା ବେଶ କାର୍ଯ୍ୟ

ପୁରୀ – ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ହୋଇଛି । ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ହୋଇଛି । ୩ ଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଶ କାର୍ଯ୍ୟ । ଦୁଇ ଘଂଟା ବିଳମ୍ବରେ ସରିଲା ବେଶ । ଭୋର ୪ଟା ପରିବର୍ତେ ସକାଳ ୭ଟାରେ…