Browsing Tag

Matchbox price set to rise

୧୪ ବର୍ଷ ପରେ ବଢ଼ିବ ଦିଆସିଲି ଦାମ୍, ଡିସେମ୍ବର ପହିଲାରୁ ଲାଗୁ ହେବ ନୂଆ ମୂଲ୍ୟ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢୁଥିବା ବେଳେ ଏବେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟରୁ ଅନ୍ୟତମ ଦିଆସିଲି ଦାମ୍ ମଧ୍ୟ ୧୪ ବର୍ଷ ପରେ ବୃଦ୍ଧି ପାଇବାକୁ ଯାଉଛି। ଟଙ୍କାଏରେ ମିଳୁଥିବା ଦିଆସିଲି ପ୍ୟାକେଟ୍ ପାଇଁ ଏବେ ୨ ଟଙ୍କା ଖର୍ଚ୍ଚ କରିବାକୁ…