Browsing Tag

MGNREGA

ମନରେଗାରେ ହଜାରେରୁ ଊର୍ଦ୍ଧ୍ବ କୋଟି ବକେୟା ରଖିଛି କେନ୍ଦ୍ର: ରାଜ୍ୟ ସରକାର ପାଇଁ ସୃଷ୍ଟି କରୁଛି ସମସ୍ୟା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ବର୍ଷ ପରେ ବର୍ଷ ଗ୍ରାମାଞ୍ଚଳରେ ଗରିବ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଲୋକଙ୍କ ପେଟପାଟଣାର ସାହାରା ପାଲଟିଥିଲା। ନିଜ ଘର ଛାଡ଼ି କେଉଁ ଅଜଣା ରାଇଜକୁ ଦାଦନ ଖଟିବାକୁ ଯିବା ବଦଳରେ ନିଜ…

ସୌନ୍ଦର୍ଯ୍ୟରେ ଭରି ଯାଉଛି ଗ୍ରାମ୍ୟ ପରିବେଶ

ଲେଖକ: ପ୍ରତିଭା ନେପାକ ଗାଁ ଆଉ ଆଗ ଭଳି ମଫସଲ ହୋଇ ରହିନି। କଚ୍ଚା ଓ ଖାଲଖମାରେ ଭରି ରାସ୍ତା ନାହିଁ କି ଦଳଭର୍ତ୍ତି ପୋଖରୀ ନାହିଁ। ଗୋବର ପଡ଼ି ରହିଥିବା ଗୁହାଳ ଘର ନାହିଁ କି ପୋଖରୀ କଡ଼ରେ ଖୋଲାରେ ମଳତ୍ୟାଗ ଦେଖିବାକୁ ମିଳୁନି। ଆଉ ଦୃଶ୍ୟମାନ ହେଉନି ଅବିକଶିତ ଓ ଗାଉଁଳିଆ ପରିବେଶ। ବରଂ…