Browsing Tag

Mission Shakti

ବିକାଶ ସହ ପରିବର୍ତ୍ତନ… ନେତୃତ୍ବ ନେଉଛନ୍ତି ଏସଏଚଜି

ସମାଜରେ ନାରୀଙ୍କୁ ଯଦି ସୁଯୋଗ ମିଳେ, ସେମାନେ ନିଜ ପ୍ରତିଭାର ଉଚିତ ନିଦର୍ଶନ ଦେଖାଇ ପ୍ରତିଟି କାର୍ଯ୍ୟକୁ ସୂଚାରୁ ରୂପେ ଆଗେଇ ନେବେ। ଏହାଦ୍ୱାରା ସମାଜ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବା ସହ ସାମଗ୍ରୀକ ବିକାଶ ତ୍ବରାନ୍ବିତ ହୋଇପାରିବ। ଗଞ୍ଜାମ ଜିଲ୍ଲାରେ ଗୋଟିଏ କି ଦୁଇଟି ନୁହେଁ, ଏଭଳି…

ବିଶ୍ବ ମହାମାରୀକୁ ଟକ୍କର ଦେଉଛି ଟିମ୍ ଓଡିଶା

ଯୁଦ୍ଧରେ ଜୟ ପରାଜୟ କେବଳ ଜଣଙ୍କ ଶକ୍ତି ଉପରେ ନିର୍ଭରଶୀଳ ନଥାଏ। ବିଜୟ ପାଇଁ ଦରକାର ସଂଘବଦ୍ଧ ଓ ଏକତ୍ରିତ ଲଢ଼େଇ, ସୁଚିନ୍ତିତ ରଣନୀତି, ଉତ୍ତମ ସମନ୍ବୟ ଓ ଦକ୍ଷ ନେତୃତ୍ବ। କରୋନା ମହାମାରୀ ବିରୋଧରେ ଏଯାବତ ଓଡ଼ିଶାର ଲଢ଼େଇରେ ଆମ ରାଜ୍ୟର ବାଜିମାତ୍ ପଛରେ ରହିଛି ଏସବୁ ସାମୂହିକ କାରଣ।…

ଲକଡାଉନ୍ ବେଳେ ରାହା ଦେଖାଇଲା ମିଶନଶକ୍ତି, ମାଛ ଚାଷ ଆଣିଲା ମହିଳାଙ୍କ ହସ

ସମ୍ବଲପୁର : କରୋନା ମହାମାରୀ ପାଇଁ ଜୀବନ ଜୀବିକା ଘୋର ପ୍ରଭାବିତ ହୋଇଛି । ବିଶେଷ କରି ଏହି ଦ୍ବିତୀୟ ଲହରରେ ଭୟଙ୍କର ସଂକ୍ରମଣ ହେବା ସହ ଗ୍ରାମାଞ୍ଚଳରେ ଅଧିକ ବ୍ୟାପୁଥିବାରୁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସୟଂସହାୟକ ଗୋଷ୍ଠୀର…

ଆହାର କେନ୍ଦ୍ର ସଫଳତାର ବଳ ପାଲଟିଛନ୍ତି ମିଶନଶକ୍ତିର ମହିଳା ଗୋଷ୍ଠି

ଭୁବନେଶ୍ଵର : ରାଜ୍ୟରେ ଥିବା ଆହାର କେନ୍ଦ୍ର ଗୁଡିକର ବଳ ପାଲଟିଛନ୍ତି ମିଶନ ଶକ୍ତିର ମହିଳା ଗୋଷ୍ଠି । ମହିଳା ଗୋଷ୍ଠିର ସଫଳ ପରିଚାଳନା ଓ ସହଯୋଗ ଲାଗି ସହରାଚଂଳର ଆହର କେନ୍ଦ୍ରଗୁଡିକ ଏବେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି । ମହିଳାମାନଙ୍କୁ ଆତ୍ମନିର୍ଭର ପାଇଁ ସବୁ…