Browsing Tag

MKCG Hospital

ଏମ୍‌କେସିଜିକୁ ନେଇ ତୁଚ୍ଛ ରାଜନୀତି କରୁଛନ୍ତି ବିରୋଧୀ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇ ବିଜେପି ଓ କଂଗ୍ରେସର ତୁଚ୍ଛ ରାଜନୀତି ପଦାରେ ପଡ଼ିଛି। ତଥାକଥିତ ଡାକ୍ତରଙ୍କ ଅଭାବ, ବିଭିନ୍ନ ବିଭାଗ ଓ ଉପକରଣ ଅଚଳ ହେବା, ଦ୍ବିତୀୟ ଫାଟକ ନଖୋଲିବା ଆଦି ପ୍ରସଙ୍ଗକୁ ନେଇ ହୀନ ରାଜନୀତି କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଶେଷ କରି…

ଏମକେସିଜି କୋଭିଡ ହସପିଟାଲ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ, ଚିକିତ୍ସା ସୁବିଧା ନେଇ ରୋଗୀଙ୍କ ସହ ଆଲୋଚନା

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଏମକେସିଜି ମେଡିକାଲ କଲେଜର କୋଭିଡ ହସପିଟାଲ ପରିଦର୍ଶନ । ଜିଲ୍ଲାପାଳ ଏମକେସିଜି କୋଭିଡ ହସପିଟାଲ ପରିଦର୍ଶନ କରି ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ଆଲୋଚନା କରିଛନ୍ତି । କୋଭିଡ ହସପିଟାଳରେ ଚିକିତ୍ସା ସୁବିଧା ଓ ଅନ୍ୟାନ୍ୟ…

ବ୍ରହ୍ମପୁର ଏମକେସିଜିରେ ଲିକ୍ୱିଡ୍ ଅକ୍ସିଜେନ୍ ଷ୍ଟୋରେଜ୍ ଭେସଲ ସିଷ୍ଟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ବ୍ରହ୍ମପୁର – ବ୍ରହ୍ମପୁରରେ ଲିକ୍ୱିଡ୍ ଅକ୍ସିଜେନ୍ ଷ୍ଟୋରେଜ୍ ଭେସଲ ସିଷ୍ଟମ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏମକେସିଜିରେ ପ୍ରତିଷ୍ଠା ହୋଇଥିବା ଏହି ସିଷ୍ଟମ ଉଦଘାଟନ କରିଛନ୍ତି । ଏବେ ଅକ୍ସିଜେନ ସିଲିଣ୍ଡର ରୋଗୀଙ୍କ…

ବ୍ରହ୍ମପୁରରେ ଆସନ୍ତା ସପ୍ତାହ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଅକ୍ସିଜେନ ପ୍ଲାଂଟ୍

ବ୍ରହ୍ମପୁର- ଆସନ୍ତା ସପ୍ତାହ ସୁଦ୍ଧା ବ୍ରହ୍ମପୁରରେ ଅକ୍ସିଜେନ ପ୍ଲାଂଟ୍ କାର୍ଯ୍ୟକ୍ଷମ ହେବ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲରେ ଲିକ୍ୟୁଡ୍ ଅକ୍ସିଜେନ ପ୍ଲାଂଟର କାମ ସରିଛି । ସିଧାସଳଖ ପାଇପ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯିବ । ପ୍ଲାଂଟ୍ ଚାଲୁ ହେଲେ ବିଭିନ୍ନ…

ଉତ୍ସର୍ଗୀକୃତ ମନୋଭାବର ବଳିଷ୍ଠ ଉଦାହରଣ : ବାପାଙ୍କୁ ହରାଇବାର ୨୪ ଘଂଟା ମଧ୍ୟରେ କୋଭିଡ ଡ୍ୟୁଟିକୁ ଫେରିଲେ ଏମକେସିଜି…

ବ୍ରହ୍ମପୁର – କୋରୋନା ସଂକଟ ସମୟରେ ଅନେକ ଡାକ୍ତର ପ୍ରତିକୂଳ ପରିସ୍ଥିତିରେ ରହି ମଧ୍ୟ ରୋଗୀ ସେବା ଜାରି ରଖୁଛନ୍ତି । କୌଣସି ପ୍ରକାର ବାଧାବିଘ୍ନ ସେମାନଙ୍କୁ ଅଟକାଇ ପାରୁ ନାହିଁ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଡକ୍ଟର ନିହାର ରଂଞ୍ଜନ ସାହୁ ଏ କ୍ଷେତ୍ରରେ…

ବ୍ରହ୍ମପୁର ମେଡିକାଲ କଲେଜରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଖୋଲିବାକୁ ଯାଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଉଭୟ ସର୍ଜକାଲ ଓ ମେଡିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ପାଇଁ ୧୯ଟି…