ଏସସିବିରେ ରୋଗୀମାନଙ୍କୁ ତ୍ବରିତ ପାଥୋଲୋଜି ଓ ପରିକ୍ଷଣ ସେବା ଯୋଗାଇ ଦିଆଯିବ: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : କଟକ ବଡ଼ ମେଡ଼ିକାଲର ନିଦାନ ବିଭାଗ ଯଥା : -ପାଥୋଲୋଜି , ମାଇକ୍ରୋବାୟୋଲୋଜି , ରେଡ଼ିଓଲୋଜି ଓ ବାୟୋକେମେଷ୍ଟ୍ର ବିଭାଗ ଗୁଡ଼ିକ ରୋଗୀମାନଙ୍କୁ ନିର୍ଭୁଲ ତଥା ଠିକ୍ ସମୟରେ ସେବା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଲୋକ…