ମହାପ୍ରଭୁଙ୍କ ନାଗାର୍ଜୁନ ‘ବେଶ ଓଲାଗି’ ନୀତି ଶେଷ, ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରଖାଯିବ ବେଶ
ପୁରୀ- ଦୀର୍ଘ ୨୬ ବର୍ଷ ପରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହେଲା ପରେ ଅପରାହ୍ନରେ ପରମ୍ପରା ଅନୁସାରେ ‘ବେଶ ଓଲାଗି’ କରାଯାଇଛି । ସୂଚନା ଅନୁସାରେ ଅପରାହ୍ନ ୪ଟାରେ ତିନିଦିଅଁଙ୍କଠାରେ ଲାଗି ହୋଇଥିବା ନାଗାର୍ଜୁନ ବେଶକୁ ଓହ୍ଲାଇ ଦିଆଯାଇଛି । ଏହାକୁ ‘ବେଶ ଓଲାଗି’ ନୀତି କୁହାଯାଏ ।…