Browsing Tag

Narendra Modi

‘ଆପଣଙ୍କ କହିବା ଓ କରିବା ମଧ୍ୟରେ ଫରକ ସାରା ଦେଶ ଦେଖୁଛି’, ବିଲକିସ୍ ବାନୋ ଗଣବଳାତ୍କାର ମାମଲାରେ…

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଗୁଜରାଟର ବିଲକିସ୍ ବାନୋ ଗଣବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସମସ୍ତ ୧୧ ଦୋଷୀଙ୍କୁ ମୁକ୍ତ କରିବା ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏହି ମାମଲାର ଉଲ୍ଲେଖ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ସାରା ଦେଶ…

ଦିନକୁ ମାତ୍ର ଦୁଇ ଘଣ୍ଟା ଶୁଅନ୍ତି ମୋଦି !

କୋହ୍ଲାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ମାତ୍ର ଦୁଇ ଘଣ୍ଟା ଶୋଇଥାନ୍ତି । ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏଭଳି ଦାବି କରିଛନ୍ତି । ପାଟିଲ କହିଛନ୍ତି ଯେ ମୋଦି ଏକ ପରୀକ୍ଷା କରୁଛନ୍ତି ଯାହା ଫଳରେ ତାଙ୍କୁ ଆଉ ଶୋଇବାକୁ ପଡ଼ିବନି ଏବଂ ସେ ଯେପରି ଦେଶ ପାଇଁ…

ଦକ୍ଷିଣ ଓଡ଼ିଶାକୁ କେନ୍ଦ୍ର ସରକାରର ଧୋକ୍କା: ରେଳଡବା କାରଖାନାକୁ ପୁଣି ଭୁଲିଗଲେ

ବ୍ରହ୍ମପୁର: ବ୍ରହ୍ମପୁର- ସମ୍ବଲପୁର ଭାୟା ଫୁଲବାଣୀ ୨୭୦ କିମି ନୂଆ ରେଳପଥକୁ ଅନୁଦାନ କହିଲେ ମିଳିଛି ମାତ୍ର ହଜାରେ ଟଙ୍କା ଟୋକନ୍ ମନି। ଏହି ରେଳଲାଇନ୍‌ ବାବଦ ସର୍ଭେ ସରିଛି। କିନ୍ତୁ ନିର୍ମାଣ କାମ ଆରମ୍ଭ ହେବାକୁ କୌଣସି ଆଖିଦୃଶିଆ ବ୍ୟୟବରାଦ କରାଯାଉନି। ୨୦୧୬- ୧୭ ମସିହାର ପ୍ରକଳ୍ପ…