Browsing Tag

NEET JEE Main Exams

ଜେଇଇ ଓ ନିଟ ପାଇଁ ସାରା ରାଜ୍ୟରେ ଆଜିଠାରୁ କଟକଣା କୋହଳ, ଜାରି ହେବ ନାହିଁ ଲକଡାଉନ, ସଟଡାଉନ

ଭୁବନେଶ୍ୱର : ଜେଇଇ ଓ ନିଟ ପରୀକ୍ଷାର୍ଥୀଙ୍କ ନିର୍ବିଘ୍ନ ଯାତାୟତ ପାଇଁ ସାରା ରାଜ୍ୟରେ ଆଜିଠାରୁ ସେପଟେମ୍ବର ୭ ଏବଂ ସେପଟେମ୍ବର ୧୨ ତାରିଖରୁ ୧୪ ଯାଏଁ କୌଣସି ଲକଡାଉନ ବା ସଟଡାଉନ ହେବ ନାହିଁ । ପରୀକ୍ଷାର୍ଥୀ, ସେମାନଙ୍କ ଅଭିଭାବକ ଓ ସହାୟକଙ୍କ ଯାତାୟତ ସୁବିଧା ନିମନ୍ତେ ରାଜ୍ୟ ସରକାର ଏ…

ଜେଇଇ ମେନ୍ ଓ ନିଟ୍ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଜାରି, ପରୀକ୍ଷା ହେଉଥିବା ସହରରେ ହେବ ନାହିଁ ଲକଡାଉନ୍

ଭୁବନେଶ୍ୱର : ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମା ଅନୁସାରେ ପରୀକ୍ଷା ହେଉଥିବା ସହରରେ କୌଣସି ଲକଡାଉନ ବା ସଟଡାଉନ ହେବ ନାହିଁ । ଅଗଷ୍ଟ ୩୦ ତାରିଖରୁ ସେପଟେମ୍ବର ୭ ତାରିଖ ଯାଏଁ ଓ ୧୨ ସେପଟେମ୍ବରରୁ ୧୪ ସେପଟେମ୍ବର ଯାଏଁ…

ଓଡିଶା ସରକାରଙ୍କ ବଡ ଘୋଷଣା : ଜେଇଇ, ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ପରିବହନ ଓ ରହଣି ପାଇଁ ହେବ ସବୁ…

ଭୁବନେଶ୍ୱର : କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂଣ୍ଣ ର୍ ଘୋଷଣା କରିଛନ୍ତି । ଜେଇଇ ଓ ନିଟ୍ ପରୀକ୍ଷାର୍ଥୀ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ୭ଟି ସହରରେ ହେବ ଜେଇଇ ପରୀକ୍ଷା । ପରୀକ୍ଷା କେନ୍ଦ୍ରଠାରୁ…

ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ, ନିଟ୍‌, ଜେଇଇ ସ୍ଥଗିତ ରଖିବାକୁ ଅନୁରୋଧ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋରୋନା ମହାମାରୀ ଓ ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ନିଟ୍ ଓ ଜେଇଇ ସ୍ଥଗିତ…