ନିଟ୍-ପିଜିରେ ଇଡବ୍ଲ୍ୟୁଏସ୍ କୋଟା ମାମଲାର କାଲି ଶୁଣାଣି କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନିଟ୍-ପିଜି ଆଡମିଶନରେ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍) କୋଟା ମାମଲାର ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହି ମାମଲାର ଶୀଘ୍ର ଶୁଣାଣି ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। କେନ୍ଦ୍ର କୋର୍ଟଙ୍କୁ କହିଥିଲେ ଯେ ଇଡବ୍ଲ୍ୟୁଏସ୍ ପାଇଁ ସ୍ଥିର…