ଭାରତରେ ବ୍ରିଟେନ୍ ଷ୍ଟ୍ରେନର ୧୦୯ ମାମଲା
ନୂଆଦିଲ୍ଲୀ – ଭାରତରେ ଏବେ ବ୍ରିଟେନ୍ ଷ୍ଟ୍ରେନ୍ ମାମଲା ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଗୁରୁବାର ସୁଦ୍ଧା ଦେଶରେ ବ୍ରିଟେନ୍ ଷ୍ଟ୍ରେନ୍ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି । ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ଭାରତ ସରକାର…