Browsing Tag

Night Curfew

ମାଲକାନଗିରିରେ ଆଜିଠାରୁ ୩୧ତାରିଖ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ

ମାଲକାନଗିରି - ଆଜିଠାରୁ ମାଲକାନଗିରିରେ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ । ପ୍ରସିଦ୍ଧ ବଡ ଯାତ୍ରା ଆୟୋଜନ ପରିପ୍ରେକ୍ଷୀରେ ଭିଡ ଓ କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଦୃଷ୍ଟିରୁ ପ୍ରଶାସନ ରାତି ୯ଟାରୁ ସକାଳ ୬ଟା ଯାଏଁ ରାତ୍ରିକାଳୀନ କଫ୍ରୁ୍ୟ ଜାରି କରିବାକୁ ନିଷ୍ପତ୍ତି ନେଇଛି । ମାର୍ଚ୍ଚ…

ଜିରୋ ନାଇଟ ସେଲିବ୍ରେସନ ମନା, ଆଜି ସାରାରାଜ୍ୟରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ

ଭୁବନେଶ୍ୱର- ଆଜି ରାତିରେ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ । ରାତି ୧୦ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇ ଆସନ୍ତାକାଲି ସକାଳ ୫ଟା ଯାଏଁ ବଳବତ୍ତର ରହିବ । କୋରୋନା ସଂକ୍ରମଣ ଆଶଙ୍କା ଥିବାରୁ ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ…