Browsing Tag

Nirmala Sitharaman

ଫୋର୍ବସ୍ କ୍ଷମତାଶାଳୀ ମହିଳା ତାଲିକା ୨୦୨୦: ଲଗାତାର ଦ୍ୱିତୀୟ ବର୍ଷ ସ୍ଥାନ ପାଇଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ - କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଫୋର୍ବସ୍ ତାଲିକାରେ ବିଶ୍ବର ୧୦୦ କ୍ଷମତାଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୨୦୧୯ ରେ ସେ ୩୪ତମ ସ୍ଥାନରେ ଥିବାବେଳେ ସୀତାରମଣ ଚଳିତ ବର୍ଷ ୪୧ତମ ସ୍ଥାନକୁ ଖସିଛନ୍ତି । ଏହି ତାଲିକାରେ ଆମେରିକାର…