ସମ୍ବଲପୁରୀ ଭାଷା ଥିଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର୍ ପୁରଖା ତିହାର୍ ନୂଆଁଖାଇ ଲାଗିଁ ଗାଁ ନୁ ସହର୍ ତକ୍ ଗହଗହ ଲାଗଲାନ। ଏସୁର୍ ନୂଆଁଖାଇ ଲାଗିଁ ସରକାର୍ ଦୁଇଦିନ୍ ଛୁଟି ଘୋଷନା କରିଥିବାର୍ ଲାଗିଁ ଗୁରଦୁଟେ ଉସନାକି ଦେଖବାର୍ କେ ମିଲୁଛେ। ଏନ୍ତା ବେଲା ଥିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଏଜର୍ ଲୋକକୁଁ…