ସାତଭାୟାରୁ ଓସ୍କାର … ସମୟ ଢେଉରେ ‘କାଲିର ଅତୀତ’
ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେ କୃତି ‘କାଲିର ଅତୀତ’ ସୃଷ୍ଟି କରିଛି ଇତିହାସ। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟାରୁ ଆରମ୍ଭ ହୋଇଥିବା ଏହି ଲହରୀ ଏବେ ବିଶ୍ବପ୍ରସିଦ୍ଧ ଓସ୍କାର ପୁରସ୍କାର କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ପ୍ରସାରିତ ହେଲାଣି । କେବଳ ଓଡ଼ିଶା ନୁହେଁ,…