Browsing Tag

Odisha Asssembly

ବିଧାନସଭାର ଶୀତାକାଳୀନ ଅଧିବେଶନ ପୂର୍ବରୁ ଆଜିଠାରୁ ମନ୍ତ୍ରୀ,ବିଧାୟକ ଓ କର୍ମଚାରୀଙ୍କ କୋରୋନା ଟେଷ୍ଟ୍ ଆରମ୍ଭ

ଭୁବନେଶ୍ୱର- ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ଆଜିଠାରୁ ୩ ଦିନ ଦିନିଆ କୋରୋନା ଟେଷ୍ଟ୍ ଆରମ୍ଭ କରାଯାଇଛି । ବିଧାନସଭା ପରିସରରେ ମନ୍ତ୍ରୀ, ବିଧାୟକ ଓ ବିଧାନସଭା ସଚିବାଳୟ କର୍ମଚାରୀଙ୍କ କୋରୋନା ଟେଷ୍ଟ କରାଯିବ । ବିଧାନସଭାକୁ ଯିବାକୁ ଥିବା ସାମ୍ବାଜିକମାନଙ୍କର ମଧ କୋରୋନା ଟେଷ୍ଟ…