ଗଣପର୍ବ ନୂଆଖାଇ
ଆମ ସାମାଜିକ ଚଳଣିରେ ନୂଆଖାଇ ଏକ ସ୍ୱତନ୍ତ୍ର ପର୍ବ। ଯେଉଁ ପର୍ବରେ ଦେଖିବାକୁ ମିଳିଥାଏ ସାମାଜିକ ,ଆଧ୍ୟାତ୍ମିକ ଓ ସାଂସ୍କୃତିକ ଭାବଗତର ଝଲକ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ପାଳନ କରାଯାଇଥାଏ ନୂଆଖାଇ ପର୍ବ । ଓଡିଶାର ବିଶେଷ କରି ପଶ୍ଚିମ ଓଡିଶାର ଏହାଏକ ଗଣପର୍ବ। ଜାତି, ଧର୍ମ,…