କୋଭିଡ ଚିିକିତ୍ସା ପାଇଁ ଅନ୍ୟ ଜିଲ୍ଲାରୁ ରୋଗୀ ଆସିପାରିବେ କଟକ, ଭୁବନେଶ୍ୱର, କୌଣସି କଟକଣା ନ ଥିବା ସ୍ପଷ୍ଟ କଲେ…
ଭୁବନେଶ୍ୱର- ଭୁବନେଶ୍ୱର ଓ କଟକ ସହରକୁ କୋରୋନା ସଂକ୍ରମିତ ଚିକିତ୍ସା ପାଇଁ ଆସିପାରିବେ । ଅନ୍ୟ ଜିଲ୍ଲାର ରୋଗୀଙ୍କ ଉପରେ ଏହି ଦୁଇ ସହରରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ।
ଆକ୍ରାନ୍ତଙ୍କ ସ୍ଥାନାନ୍ତର ବେଳେ…