Browsing Tag

Odisha Government

ଏ ବର୍ଷ ବି ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦ ପ୍ରତିଶତ ହ୍ରାସ ପାଇବ

ଭୁବନେଶ୍ୱର- ଏ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦ ପ୍ରତିଶତ ହ୍ରାସ କରାଯିବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । କିନ୍ତୁ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି । ଅନଲାଇନରେ ସ୍କୁଲ ପିଲାଙ୍କୁ ପାଠ ପଢାଯାଉଛି । ଅନଲାଇନ…

କଟକଣା କୋହଳ ହେଲେ, କମ୍ୟୁନିଟିର ସାହାଯ୍ୟ ଦରକାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଭୂତାଣୁକୁ ଦୂରେଇବା ପାଇଁ ଟିକା ନେବା ନିହାତି ଦରକାର । ନିର୍ଦ୍ଦିଷ୍ଟ ଭାବରେ କୌଣସି ବୟସର ଲୋକଙ୍କୁ ସଂକ୍ରମଣ ହେଉନାହିଁ । ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ସଂକ୍ରମିତ ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । କଟକଣା ଯେତେବେଳେ କୋହଳ…

ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଟିକାକରଣ, ଡାକ୍ତର,ନର୍ସ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- ରାଜ୍ୟରେ ଗତକାଲି ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଟିକାକରଣ ହୋଇଛି । ଏଥିପାଇଁ ଟିକାକରଣରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଟିକାକରଣ ଓ ମାସ୍କ ପରିଧାନ ନେଇ…

କୋଭିଡ ଟିକାକରଣରେ ମାଇଲଖୁଂଟ, ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- କୋଭିଡ ଟିକାକରଣରେ ଆଉ ପାଦେ ଆଗେଇଛି ଓଡିଶା । ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି ଓଡିଶା । ରାଜ୍ୟରେ ଏକ କୋଟିରୁ ଅଧିକ ଲୋକଙ୍କ ଟିକାକରଣ ହୋଇଛି । ଏଥିରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗ କୋରୋନା ଯୋଦ୍ଧା ମଧ୍ୟ ଅଛନ୍ତି । ଏଭଳି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ରାଜ୍ୟରେ ଆଜିଠୁ କ୍ୟାଂପେନ ମୋଡରେ ଟିକାକରଣ : ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଟାର୍ଗେଟ

ଭୁବନେଶ୍ୱର- ଆଜିଠୁ ରାଜ୍ୟରେ କ୍ୟାଂପେନ ମୋଡରେ ହେବ ଟିକାକରଣ । ଦେନିକ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରତି ବ୍ଲକ ଓ ବିଜ୍ଞପିତ ଅଂଚଳ ପରିଷଦର ୫ଟି କେନ୍ଦ୍ରରେ ହେବ ଟିକାକରଣ । ପୌର ପରିଷଦର ୧୦ଟି କେନ୍ଦ୍ରରେ ଲୋକଙ୍କୁ ଟିକା ଦିଆଯିବ । ମହାନଗର ନିଗମର ୨୦ଟି…