Browsing Tag

Odisha Government

‘୫-ଟି’ କାର୍ଯ୍ୟଧାରାରେ ସହରର ପ୍ରତି ଘରକୁ ପାଇପ୍ ଜଳଯୋଗାଣ

ଛତ୍ରପୁର: ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ସମସ୍ତ ୨୩ଗୋଟି ସହରାଞ୍ଚଳରେ ୫-ଟି କାର୍ଯ୍ୟଧାରାରେ ପ୍ରତି ଘରକୁ ଶତ ପ୍ରତିଶତ ଜଳଯୋଗାଣ ସକାଶେ ପାଇପ୍ ସଂଯୋଗ ହୋଇଛି। ପ୍ରତି ଘରକୁ ଯଥେଷ୍ଟ ପରିମାଣରେ ବିଶୁଦ୍ଧ ଜଳଯୋଗାଣ କରାଯାଉଛି। ସହରର ଉପାନ୍ତ ଅଞ୍ଚଳରେ ଲୋକେ ଯଦି ସଠିକ୍ ଓ ଯଥେଷ୍ଟ…