ସୀତାରମଙ୍କୁ ସହାୟ ହେଲା ଓଡ଼ିଶା – ମୋ ପରିବାର
ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଧୂମାତ ଗ୍ରାମର ସୀତାରାମ ମଲ୍ଲିକ ଗତ ଆଠ ବର୍ଷ ହେଲା ଆଣ୍ଠୁ ଗଣ୍ଠି ରୋଗରେ ଆକ୍ରାନ୍ତ ହୋଇ କୋହଭରା କଣ୍ଠରେ ଗଣମାଧ୍ୟମ ଆଗରେ ଚିକିତ୍ସା ଲାଗି ସହାୟତା ମାଗିଥିଲେ ।
ଏ ଖବର ପାଇବା ପରେ ଓଡିଶା - ମୋ ପରିବାର ତରଫରୁ କେନ୍ଦ୍ରାପଡା ଜୀବନ ବିନ୍ଦୁ…