Browsing Tag

Odisha Panchayat Election

ପଞ୍ଚାୟତ ପରାଜୟ ପରେ… ପୌର ଭୋଟ୍ ବେଳେ ବିରୋଧୀ ଶିବିରରେ ନିରବତାର ଛାଇ

ସମ୍ବଲପୁର : ପଞ୍ଚାୟତ ନିର୍ବାଚନ ପରେ ବର୍ତ୍ତମାନ ପୌର ନିର୍ବାଚନର ତାତି ଆରମ୍ଭ ହେଲାଣି। ଗାଁ ପରେ ଏବେ ସହରୀ ରାଜନୀତି ଗରମ ହେଲାଣି। ନାମାଙ୍କନ ଦାଖଲ ସରିଥିବାରୁ ପ୍ରାର୍ଥୀ ବି ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି। ହେଲେ ବର୍ତ୍ତମାନ ସୁଦ୍ଧା ବିରୋଧୀ ବିଜେପି ଏବଂ କଂଗ୍ରେସ ଶିବିରରେ…

ଗଜପତି: ବିଜେପି, କଂଗ୍ରେସ ଗଡ଼ ଭାଙ୍ଗିଲା ବିଜେଡି

ପାରଳାଖେମୁଣ୍ଡି: ପ୍ରାୟ ତିନି ବର୍ଷ ତଳେ ଯେତେବେଳେ ୨୦୧୯ ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା ସେତେବେଳେ ଏମିତି କିଛି ରାଜନୈତିକ ପରିସ୍ଥିତି ଥିଲା ଯେ ଗଜପତି ଜିଲ୍ଲାର ଦୁଇଟି ଯାକ ବିଧାନସଭା ଆସନ ବିଜେପି ଓ କଂଗ୍ରେସ ହାତକୁ ଯାଇଥିଲା। ସ୍ଵଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ ବିଜେଡି…

ବିପୁଳ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ହାସଲ କରିଛି ଶାସକ ବିଜେଡି । ନିର୍ବାଚନରେ ଜିତିଥିବା ସବୁ ଦଳୀୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ । ଅତୁଟ ବିଶ୍ୱାସ ରଖି ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ…

ରାଜନୀତି ମଇଦାନରେ ଚମକିଲେ ଗୋପବନ୍ଧୁ

ବ୍ରହ୍ମପୁର: ଇତିହାସର ପୁନରାବୃତ୍ତି ଆଉ ଇତିହାସରେ ପରିବର୍ତ୍ତନ ମଧ୍ୟ। ହଁ ଏକାଥରକେ ଉଭୟ ଉଲ୍ଲେଖନୀୟ ଘଟଣା ଦେଖିବାକୁ ମିଳିଛି ଯେବେ ପଞ୍ଚାୟତ ନିର୍ବାଚନର ଫଳ ସମ୍ପୂର୍ଣ୍ଣ ରୂପେ ପ୍ରକାଶ ପାଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଗଞ୍ଜାମ ଜିଲ୍ଲାରେ ଲଗାତାର ପଞ୍ଚମ ଥର ପାଇଁ…