Browsing Tag

Odisha ULB Polls

ସୁବାସ ସିଂ କଟକ ଓ ସଂଘମିତ୍ରା ଦଳେଇ ବ୍ରହ୍ମପୁର ମହାନଗର ନିଗମ ପାଇଁ ହେବେ ବିଜେଡିର ମେୟର ପ୍ରାର୍ଥୀ

ଭୁବନେଶ୍ୱର -କଟକ ମହାନଗର ନିଗମ ପାଇଁ ସୁବାସ ସିଂହଙ୍କୁ ମେୟର ପ୍ରାର୍ଥୀ କରିଛି ବିଜେଡି । ସେହିପରି ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇ ହେବେ ମେୟର ପ୍ରାର୍ଥୀ । ସେ ଗଞ୍ଜାମ ଜିଲ୍ଲାର ମହିଳା ବିଜେଡି ର ସଭାନେତ୍ରୀ ଅଛନ୍ତି ।

ସୁଲୋଚନା ଦାସ ବିଏମସି ନିର୍ବାଚନ ପାଇଁ ବିଜେଡିର ମେୟର ପ୍ରାର୍ଥୀ

ଭୁବନେଶ୍ୱର- ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ବିଜେଡିର ମେୟର ପ୍ରାର୍ଥୀ ହେବେ ସୁଲୋଚନା ଦାସ । ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରି ବିଜେଡି । ସେ ବର୍ତ୍ତମାନ ରାଜ୍ୟ ଭିନ୍ନକ୍ଷମ କମିଶନର ଅଛନ୍ତି ।

ବିଜେଡିର ପୌର ନିର୍ବାଚନ ପ୍ରସ୍ତୁତି: ସହରାଞ୍ଚଳରେ ମଧ୍ୟ ଶହେରୁ ଶହେ ଟାର୍ଗେଟ୍

ଛତ୍ରପୁର: ପଞ୍ଚାୟତ ନିର୍ବାଚନରେ କ୍ଳିନ୍ ସ୍ବିପ୍ କରିବା ପରେ ଏବେ ପୌର ନିର୍ବାଚନରେ ମଧ୍ୟ ଶହେରୁ ଶହେ ସ୍କୋର କରିବା ଲକ୍ଷ୍ୟରେ ରହିଛି ବିଜେଡି। ଶତପ୍ରତିଶତ ସହରାଞ୍ଚଳରେ ବିଜୟ ଟାର୍ଗେଟ୍ ନେଇ ରଣକୌଶଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଶାସକ ଦଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ,…

ବାଜିଲା ପୌର ନିର୍ବାଚନ ବିଗୁଲ, ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ, ୨୬ରେ ଗଣତି

ଭୁବନେଶ୍ୱର- ରାଜ୍ୟରେ ମାର୍ଚ୍ଚରେ ୨୪ରେ ହେବ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି । ମାର୍ଚ୍ଚ ୨୬ରେ ହେବ ଭୋଟ ଗଣତି । ୧୦୬ ମ୍ୟୁନିସିପାଲଟି, ଏନଏସି ଏବଂ ୩ଟି ମହାନଗରରେ ହେବ ନିର୍ବାଚନ । ଅଦାଲତି କାରଣ…