Browsing Tag

ODRAF

ୟାଶ୍ ବେଳେ ଜୀବନକୁ ବାଜି ଲଗାଇ ଲୋକଙ୍କ ସହାୟତା କରିଥିବାରୁ ଓଡ୍ରାଫ, ଏନଡିଆରଏଫ୍‌କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- ବାତ୍ୟା ୟାଶ୍‌ର ସଫଳ ମୁକାବିଲା ପାଇଁ ଓଡ୍ରାଫ୍ ଓ ଏନଡିଆରଏଫକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାହସିକତାର ସହ ହୋଇ ଅବିରତ ଭାବେ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା, ପଡିଯାଇଥିବା ଗଛକୁ କାଟି ଶୀଘ୍ର ରାସ୍ତା ସଫା କରିବା ଭଳି କାମ ଅତି…