Browsing Tag

Omicron Variant

ରାଜ୍ୟରେ ଆଜିଠାରୁ କୋରୋନା କଟକଣା କଡାକଡି, ରାତି ୯ରୁ ନାଇଟ କର୍ଫ୍ୟୁୁ, ବିବାହରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର – କୋରୋନା ସଂକ୍ରମଣ ବଢି ଚାଲିଥିବା ବେଳ ଆଜିଠାରୁ ସାରା ରାଜ୍ୟରେ ଲାଗୁ ହୋଇଛି ନୂଆ କୋରୋନା କଟକଣା ଗାଇଡଲାଇନ । ଏ ନେଇ ଏସଆରସି ପ୍ରଦୀପ ଜେନା ୫ ତାରିଖରେ ଘୋଷଣା କରିଥିଲେ । ଆଜିଠାରୁ ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହେବ । ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ…

ଓଡ଼ିଶା ସମେତ ୯ ରାଜ୍ୟକୁ କରୋନା ଟେଷ୍ଟିଂ ବଢ଼ାଇବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ସହ ଅଧିକ ଲକ୍ଷଣ ବିହୀନ ମାମଲା ବଢୁଥିବାରୁ କେନ୍ଦ୍ର ସରକାର ନଅଟି ରାଜ୍ୟକୁ କରୋନା ଟେଷ୍ଟ ବଢାଇବାକୁ କହିଛନ୍ତି । ଏକ ଚିଠିରେ କେନ୍ଦ୍ର ସରକାର ତାମିଲନାଡୁ, ପଞ୍ଜାବ, ଓଡିଶା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମିଜୋରାମ, ମେଘାଳୟ, ଜାମ୍ମୁ କାଶ୍ମୀର…

ଭାରତରେ ଓମିକ୍ରନ୍ ମାମଲା ୨୬୩୦କୁ ବୃଦ୍ଧି, ସୁସ୍ଥ ହେଲେଣି ୯୯୫

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍‌ ମାମଲା ବଢ଼ିବା ଚିନ୍ତାର କାରଣ ହୋଇଛି। ଗତ ୨୪ ଘଣ୍ଟାରେ ରେକର୍ଡ ୪୯୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥସହ ଭାରତରେ ମୋଟ ଓମିକ୍ରନ୍ ମାମଲା ୨,୬୩୦ କୁ ବୃଦ୍ଧି ପାଇଛି । ଅବଶ୍ୟ ଆଶ୍ବସ୍ତିକର ବିଷୟ ଯେ ଏପର୍ଯ୍ୟନ୍ତ ୯୯୫ ରୋଗୀ ସୁସ୍ଥ ହୋଇଛନ୍ତି ।…

ରାଜ୍ୟରେ ଓମିକ୍ରନ ସଂକ୍ରମଣର ତୀବ୍ରତା ନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ଓମିକ୍ରନ ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ସବୁ ଜିଲ୍ଲାରେ କୋରୋନାର ଏହି ନୂଆ ଭାରିଆଂଟର ଉପସ୍ଥିତି ଦେଖିବାକୁ ମିଳିଛି । ସଂକ୍ରମଣ ଆଗକୁ ଆହୁରି ବଢିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସଂକ୍ରମଣ ତୀବ୍ରତା ନାହିଁ , ଯଦି ଏହା ବଢିବ,…

ଜାନୁଆରୀ ୭ରୁ ଫେବ୍ରୁଆରି ୧ ସକାଳ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ କଟକଣା କଡାକଡି, ରାତି ୯ରୁ ସହରାଂଚଳରେ ନାଇଟ କର୍ଫ୍ୟୁ

ଆସନ୍ତାକାଲିଠାରୁ ରାଜ୍ୟରେ ଲାଗୁ ହେବ ନୂଆ କୋଭିଡ କଟକଣା ଭୁବନେଶ୍ୱର – କୋରୋନା ସଂକ୍ରମଣ ବଢିଚାଲିଥିବାରୁ ରାଜ୍ୟ ସରକାର ପୁଣି କଟକଣା କଡାକଡି କରିଛନ୍ତି । ଜାନୁଆରୀ ୭ ତାରିଖରୁ ଫେବ୍ରୁଆରୀ ୧ ତାରିଖ ସକାଳ ପର୍ଯ୍ୟନ୍ତ କଡା କଟକଣା ଜାରି ରହିବ । ସବୁ ସହରାଂଚଳରେ ରାତି ୧୦ଟାରୁ ସକାଳ ୫ଟା…

ରାଜ୍ୟ ସରକାରଙ୍କ ନୂଆ କୋଭିଡ ଗାଇଡଲାଇନ : ରାତି ୯ରୁ ସହରାଂଚଳରେ ଲାଗିବ ନାଇଟ କର୍ଫ୍ୟୁ, ଅଫଲାଇନ ପଢା ବନ୍ଦ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ତୃତୀୟ ଲହର ମୁକବିଲା ପାଇଁ କିଛି ପଦକ୍ଷେପ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଜାରି କରିଛନ୍ତି ଗାଇଡଲାଇନ୍ । ଏଣିକି ରାଜ୍ୟର ସହରାଂଚଳରେ ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ, ଯାହା କି ସକାଳ ୫ଟା ଯାଏଁ ବଳବତ୍ତର ରହିବ । ଆଜି ପ୍ରେସମିଟରେ ଏହି…