Browsing Tag

OSD to Odisha CM Dr Gopabandhu Dash

ଗୋପାଳପୁର ନିର୍ବାଚନମଣ୍ଡଳୀ: ବଳ ଗୋଟାଉଛି ବିଜେଡି

ଗୋପାଳପୁର: ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି ବିଜେଡି। ଅନ୍ୟ ଦଳର ପ୍ରମୁଖ ନେତାଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵର ଯାଦୁଗରୀରେ ଆକର୍ଷିତ ହୋଇ ତଥା ଆଗାମୀ ଭୋଟ ଲଢ଼େଇରେ ରାଜ୍ୟର ଶାସକ ଦଳର ବିଜୟର ମଜବୁତ ସମ୍ଭାବନାକୁ ଆକଳନ କରି…

ମାର୍କଣ୍ଡିବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ପୂରଣ ହେବ: ମୁହାଣ ଖନନର ଶୁଭ ଦେଲେ ମୁଖ୍ୟମନ୍ତ୍ରୀ

ରଙ୍ଗେଇଲୁଣ୍ଡା: ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ୍ ମାର୍କଣ୍ଡି ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ପୂରଣ ହେବାକୁ ଯାଉଛି। ସେମାନଙ୍କ ଦୀର୍ଘ ଦିନର ଦାବି ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠି ୭ କୋଟିରୁ ଊର୍ଦ୍ଧ୍ବ ଅର୍ଥ ବ୍ୟୟରେ…

ଛାତ୍ରଛାତ୍ରୀଙ୍କୁ ଭେଟିଲେ, ପଢ଼ା ନେଇ ବୁଝି ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି

ଗୋପାଳପୁର : ଦଶନ୍ଧି କି ଦୁଇ ଦଶନ୍ଧି ନୁହେଁ, ଆସନ୍ତା ବର୍ଷ ଦୀର୍ଘ ୧୩ ଦଶନ୍ଧି ଅର୍ଥାତ ୧୩୦ ବର୍ଷ ପୂରଣ କରିବ ଗୋପାଳପୁରସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏତେ ପୁରୁଣା ଓ ଭବ୍ୟ ଶିକ୍ଷାନୁଷ୍ଠାନକୁ ଆଜି ପରିଦର୍ଶନରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ଡ.…

କୁଶଳୀ ମାନବ ସମ୍ବଳ ପ୍ରସ୍ତୁତିର ମୂଳଦୁଆ ବ୍ରହ୍ମପୁର ଆଇଟିଆଇ: ଡ. ଗୋପବନ୍ଧୁ ଦାସ

ବ୍ରହ୍ମପୁର: ସାରା ଦେଶ ଓ ବିଶ୍ୱକୁ ଏବେ କୁଶଳୀ ମାନବ ସମ୍ବଳ ଲୋଡ଼ା। ବର୍ତ୍ତମାନ ଯେଉଁ ପରିବର୍ତ୍ତନର ଧାରା ଚାଲିଛି ତାହାକୁ ଆଖିରେ ରଖି ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କିଲ ଇନ୍ ଓଡ଼ିଶା ଅଭିଯାନ ଆରମ୍ଭ କରିଥିଲେ। ଏବେ ତାହାର ସୁଫଳ ଦେଖିବାକୁ ମିଳୁଛି। ସରକାରୀ ଆଇଟିଆଇ…

ଏମଡିଏମ ପାଚକ ପାଚିକା ମହାସଂଘର ଗଞ୍ଜାମ ଜିଲ୍ଲା ସମାବେଶ

ବ୍ରହ୍ମପୁର: ବିଜୁ ଶ୍ରମିକ ସାମ୍ମୁଖ୍ୟ ଅନୁବନ୍ଧିତ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ (ଏମଡିଏମ୍) ପାଚକ ପାଚିକା ମହାସଂଘର ଗଞ୍ଜାମ ଜିଲ୍ଲାସ୍ତରୀୟ ସମାବେଶ ଆଜି ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଟାଉନ୍ ହଲ ଠାରେ ହୋଇଥିବା ଏହି ସମାବେଶରେ ବିଶିଷ୍ଟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀ ନବୀନ…

ଗୋପାଳପୁର ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ସଜବାଜ: ବିଜେଡି ବିଜୟର ଭରପୁର ଆଶାରେ କର୍ମୀ ଉତ୍ସାହିତ

ଗୋପାଳପୁର: ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ସହ ତାଳ ଦେଇ ବିଜେଡି ସମେତ ବିଭିନ୍ନ ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବା ପାଇଁ ସଜବାଜ ଆରମ୍ଭ କରି ଦେଲେଣି। ସେଥିପାଇଁ ବିଭିନ୍ନ ସ୍ଥାନରେ ରାଜନୈତିକ ଦଳର ନେତା ଓ କର୍ମୀ ଚଳଚଞ୍ଚଳ ହୋଇ ଉଠିଲେଣି। ଗଞ୍ଜାମ ଜିଲ୍ଲାରେ ବିକାଶର…