ଅକ୍ସଫୋର୍ଡ ଟିକାକୁ ମିଳିଲା ସର୍ତ୍ତମୂଳକ ମଞ୍ଜୁରି
ନୂଆଦିଲ୍ଲୀ - କରୋନା ବିରୋଧୀ ଲଢ଼େଇରେ ନୂଆବର୍ଷର ପ୍ରଥମ ଦିନରେ ଆସିଛି ଏକ ବଡ଼ ଖବର । ଦେଶବ୍ୟାପୀ ଟିକାକରଣ ଡ୍ରାଏ ରନ୍ର ଦିନକ ପୂର୍ବରୁ ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗନାଇଜେସନ୍ (ସିଡିଏସ୍ସିଓ)ର ବିଶେଷଜ୍ଞ କମିଟି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ…