Browsing Tag

Parkash Singh Badal

କୃଷି ଆଇନକୁ ବିରୋଧ କରି ପଦ୍ମଭୂଷଣ ସମ୍ମାନ ଫେରାଇଲେ ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କୃଷି ଆଇନକୁ ବିରୋଧ ପୂର୍ବକ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ ପଦ୍ମଭୂଷଣ ସମ୍ମାନ ଫେରାଇ ଦେଇଛନ୍ତି । ପ୍ରକାଶ ସିଂ ବାଦଲ ରାଷ୍ଟ୍ରପତି ରାମନାଥ…