Browsing Tag

Passes Away

ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର

ଭୁବନେଶ୍ବର: ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାରଙ୍କ ପରଲୋକ , ୧୦୪ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ । ଗତ କିଛି ଦିନ ଧରି କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଯାଯପୁରର ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ…

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଦିଲ୍ଲୀର ଏସ୍‌ପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଶ୍ୱାସକ୍ରିୟାରେ ସମସ୍ୟା…

ସୁନାମଧନ୍ୟ ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର: ଚର୍ଚ୍ଚିତ ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ । ତାଙ୍କର ପରଲୋକର ଖବର ପାଇ ସମ୍ପୂର୍ଣ୍ଣ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । କୋଭିଡରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ବେଳେ ଶନିବାର ବିଳମ୍ବିତ ରାତିରେ ତପୁ ଆଖି ବୁଜିଛନ୍ତି । ତପୁ ଗତ ମାସରେ କୋଭିଡରେ ସଂକ୍ରମିତ…

ବର୍ଷୀୟାନ ଅଭିନେତା ଚନ୍ଦ୍ରଶେଖରଙ୍କ ଦେହାନ୍ତ

ମୁମ୍ବାଇ: ବର୍ଷୀୟାନ ବଲିଉଡ୍ ଅଭିନେତା ଚନ୍ଦ୍ରଶେଖରଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ଜଣେ ଜୁନିୟର କଳାକାରରୁ କ୍ୟାରିୟର ଆରମ୍ଭ କରିଥିବା ଚନ୍ଦ୍ରଶେଖର ପରବର୍ତ୍ତୀ ସମୟରେ ହିନ୍ଦୀ ଫିଲ୍ମ ଜଗତର ଏକ…