Browsing Tag

Pegasus Row

ପେଗାସସ୍ ନିର୍ମାତା ଏନ୍ଏସ୍ଓ ଗ୍ରୁପକୁ କଳା ତାଲିକାଭୁକ୍ତ କଲା ଆମେରିକା

ଓ୍ୱାଶିଂଟନ: ଏକ ବଡ଼ ନିଷ୍ପତ୍ତି କ୍ରମେ ଆମେରିକା ବିବାଦୀୟ ପେଗାସସ୍ ସ୍ପାଏୱେର୍ ନିର୍ମାତା ଇସ୍ରାଏଲର ଏନ୍ଏସ୍ଓ ଗ୍ରୁପକୁ କଳା ତାଲିକାଭୁକ୍ତ କରିଛି। ଗତ କିଛି ଦିନ ହେବ ଗୁପ୍ତଚର କାର୍ଯ୍ୟକୁ ନେଇ ଇସ୍ରାଏଲର ଏନ୍ଏସ୍ଓ ଗ୍ରୁପ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। ଆମେରିକା ସରକାର କହିଛନ୍ତି ଯେ…

‘ମୂକ ଦର୍ଶକ ହୋଇ ରହିପାରିବୁ ନାହିଁ’, ପେଗାସସ ମାମଲାର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କଲେ…

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାରେ ଆଜି ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ଜାସୁସୀ ବରଦାସ୍ତ କରାଯିବ ନାହିଁ ବୋଲି କହି ଏହି ମାମଲାର ତଦନ୍ତ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏକ ତିନି ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଏହି ତିନି ଜଣିଆ କମିଟିର ନେତୃତ୍ବ ନେବେ…

ଆଜି ପେଗାସସ୍ ମାମଲାରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପେଗାସସ୍ ମାମଲାରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ । ଏହି ପ୍ରସଙ୍ଗରେ ନିରପେକ୍ଷ ବିଶେଷଜ୍ଞ କମିଟି ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ। ଏହାକୁ ଆବେଦନକାରୀମାନେ ବିରୋଧ କରିଥିଲେ। ସୁପ୍ରିମକୋର୍ଟ ନିଜ ପକ୍ଷରୁ ଏକ କମିଟି ଗଠନ କରିବେ ବୋଲି ସଙ୍କେତ ଦେଇଥିଲେ ।…