ଆମେରିକାରେ ୫ ରୁ ୧୧ ବର୍ଷର ପିଲାଙ୍କୁ ଫାଇଜର ଟିକା ଦେବାକୁ ମିଳିଲା ଅନୁମତି
ଓ୍ୱାଶିଂଟନ: ଆମେରିକାରେ ଏବେ ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ ମଧ୍ୟ କରୋନା ଟିକା ଦିଆଯିବ | ଶନିବାର ଦିନ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫ୍-ଡି-ଏ) ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ ଫାଇଜର ବାୟୋଏନଟେକ ଦ୍ବାରା ପ୍ରସ୍ତୁତ ଟିକା ଦେବାକୁ ଅନୁମତି ଦେଇଛି।
ଫାଇଜର ବାୟୋଏନଟେକ୍…