Browsing Tag

Pipili By-Election Result

ପିପିଲିରେ ବିଜେଡିର ବିଜୟରୁ ଆଗାମୀ ପଂଚାୟତ ନିର୍ବାଚନର ରୂପରେଖ ସ୍ପଷ୍ଟ ହେଉଛି : କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି…

ଭୁବନେଶ୍ୱର - ପିପିଲି ଆସନରେ ବିଜେଡିର ପୁଣି ଥରେ ବିଜୟ ପରେ ଦଳ ପକ୍ଷରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ପିପିଲି ଜନାଦେଶରୁ ଆଗାମୀ ପଂଚାୟତ ନିର୍ବାଚନର ରୂପରେଖ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ମୁଖ୍ୟମନ୍ତ୍ରୀ ଦେଇଥିବା…

ପିପିଲି ଉପନିର୍ବାଚନ ଫଳ : ନବୀନଙ୍କ ବିକାଶ ଏଜେଣ୍ଡା ଓ ବଳିଷ୍ଠ ନେତୃତ୍ୱ ହିଁ ଦଳ ପାଇଁ ଆଣିଲା ଆଉ ଏକ ବିଜୟ

ପିପିଲି - ପୁଣି ଥରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥାର ପ୍ରମାଣ ଦେଇଛି ପିପିଲି ବିଧାନସଭା ଆସନର ଫଳାଫଳ । ଆକ୍ରୋଶମୂଳକ ରାଜନୀତି କି ମିଥ୍ୟା ପ୍ରତିଶ୍ରୁତି ନୁହେଁ, ବରଂ ବିକାଶ ହିଁ ଲୋକଙ୍କ ହୃଦୟ ଜିଣିପାରିବ । ଏ କଥା ପୁଣି ଥରେ ପ୍ରମାଣିତ କରିଛନ୍ତି…

ପିପିଲି ଭୋଟ୍ ଗଣତି : ଚତୁର୍ଥ ରାଉଣ୍ଡ ପରେ ରୁଦ୍ରପ୍ରତାପ ୫ ହଜାର ୧୪୦ ଭୋଟ୍‌ରେ ଆଗୁଆ

ପିପିଲି - ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଗଣତିରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ର ବିଜେପିର ଆଶ୍ରିତ ପଟ୍ଟନାୟକଙ୍କଠାରୁ ୫ ହଜାର ୧୪୦ ଭୋଟରେ ଆଗୁଆ ରହିଛନ୍ତି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡିକୁ ୧୬ ହଜାର…

ପିପିଲି ଭୋଟ୍ ଗଣତିି : ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ୧ ହଜାର ୪୦୬ ଭୋଟରେ ଆଗୁଆ

ପିପିଲି - ପିପିଲି ବିଧାନସଭା ଆସନରେ ଉପନିର୍ବାଚନର ଭୋଟ୍ ଗଣତି ଚାଲିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୧୪୦୬ ଭୋଟରେ ଆଗୁଆ ରହିଛନ୍ତି । ରୁଦ୍ରପ୍ରତାପ ୪ ହଜାର ୫୫ ଭୋଟ୍ ପାଇଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପାଇଛନ୍ତି ୨ ହଜାର ୬୪୯…

ପିପିଲି ଭୋଟ୍ ଗଣତି ଜାରି, ବର୍ଷକ ମଧ୍ୟରେ ଉପନିର୍ବାଚନ ବିଜୟର ହ୍ୟାଟ୍ରିକ ଅପେକ୍ଷାରେ ବିଜେଡି

ପିପିଲି - ପିପିଲି ବିଧାନସଭା ଆସନରେ ଉପନିର୍ବାଚନର ଭୋଟ୍ ଗଣତି ଚାଲିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୧୪୦୬ ଭୋଟରେ ଆଗୁଆ ରହିଛନ୍ତି । ରୁଦ୍ରପ୍ରତାପ ୪ ହଜାର ୫୫ ଭୋଟ୍ ପାଇଛନ୍ତି । ପୁରୀ ପେଣ୍ଠକଟା ଓୟାର ହାଉସରେ କଡା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି…