Browsing Tag

Pipili By-Election

କୋଭିଡ ଗାଇଡଲାଇନ ଓ କଡା ସୁରକ୍ଷା ମଧ୍ୟରେ ପିପିଲିରେ ଚାଲିଛି ଭୋଟ୍ ଗ୍ରହଣ, ୧୮୮ ନମ୍ବର ବୁଥରେ ଇଭିଏମ ଅଚଳ

ପିପିଲି - ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ମତଦାନ ୬ଟା ଯାଏଁ ଚାଲିବ । ପୁରୀ ପିପିଲି ହାଇସ୍କୁଲର ୧୮୮ ନମ୍ବର ବୁଥରେ ଇଭିଏମ ଅଚଳ ଯୋଗୁଁ ମତଦାନ ବିଳମ୍ବିତ ହୋଇଛି । ମୋଟ ୩୪୮ ପୋଲିଂ ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦନଶୀଳ ଚିହ୍ନଟ ହୋଇଛି ।…

ପିପିଲି ଭୋଟ୍ : ଅଧିକ ବ୍ୟବଧାନରେ ଜିତିବା ଲକ୍ଷ୍ୟରେ ବିଜେଡି, ଆସନ ଛଡାଇ ଆଣିବା ଆଶାରେ ବିଜେପି 

ପିପିଲି: ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଗୁରୁବାର ଭୋଟ୍ ଗ୍ରହଣ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କୋରୋନା ମହାମାରୀ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଗାଇଡଲାଇନ ଅନୁସାରେ ଭୋଟ୍ ଗ୍ରହଣ ହେବ । ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ…

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର, ୩୦ରେ ଭୋଟ୍ ଗ୍ରହଣ

ପିପିଲି - ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର । କୋରୋନା କଟକଣା ଯୋଗୁଁ ଭୋଟ୍ ଗ୍ରହଣର ୪୮ ଘଣ୍ଟା ପରିବର୍ତ୍ତେ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ଶେଷ ହେବ । ଗତ ୨୦ ତାରିଖରୁ ତିନି ପ୍ରମୁଖ ଦଳର ନେତାମାନେ ଦଳୀୟ ପ୍ରାର୍ଥାୀଙ୍କ ସପକ୍ଷରେ ଜୋରଦାର ପ୍ରଚାର କରିଆସୁଛନ୍ତି…