ପ୍ଲାଜମା ଥେରାପିର ମାତ୍ରାଧିକ ବ୍ୟବହାର ନ କରିବାକୁ ଆଇସିଏମଆର ର ପରାମର୍ଶ
ନୂଆଦିଲ୍ଲୀ – ଗୁରୁତର କରୋନା ରୋଗୀଙ୍କ ଚିକିତ୍ସାରେ ଏବେ ପ୍ଲାଜାମା ଥେରାପିର ବହୁଳ ବ୍ୟବହାର କରାଯାଉଛି । ତେବେ ପ୍ଲାଜମା ଥେରାପିର ମାତ୍ରାଧିକ ବ୍ୟବହାର ନେଇ ଭାରତୀୟ ମେଡିକାଲ ରିଚର୍ସ କାଉନସିଲ (ଆଇସିଏମଆର) ଚିନ୍ତା ପ୍ରକଟ କରିଛି । ଏହି ଚିକିତ୍ସା ପଦ୍ଧତିର ମାତ୍ରାଧିକ ବ୍ୟବହାରକୁ…