Browsing Tag

Pranab Prakash Das

ବିଜେଡିରେ ମିଶିଲେ ଚିଲିକା ବ୍ଲକ ଅଧ୍ୟକ୍ଷ ଓ ସମର୍ଥକ

ଭୁବନେଶ୍ୱର- ଚିଲିକା ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତ୍ରୀ ଝରଣା ବାରିକ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଝରଣା ଦଳରେ ଯୋଗ ଦେଇଛନ୍ତି । ଝରଣାଙ୍କ ସମର୍ଥକମାନେ ବି ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ଏମାନଙ୍କ ମଧ୍ୟରେ ସମିତି ସଭ୍ୟ ଓ…

ବିଜେଡି ଏକ ଆନ୍ଦୋଳନରେ ପରିଣତ ହୋଇଛି : ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର- ବିଜେଡି ଏକ ଦଳ ନୁହେଁ, ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି । ନିର୍ବାଚନ ଜିତିବାକୁ ନବୀନଙ୍କ ନାଁ ଯଥେଷ୍ଟ ବୋଲି କହିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ…

ବିଜେଡିରେ ଯୋଗ ଦେଲେ ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ପୂୂର୍ବତନ ସଭାପତି

ଭୁବନେଶ୍ୱର- ବିଜେଡିରେ ସାମିଲ ହୋଇଛନ୍ତି ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି କରମଚାନ୍ଦ ମହାନ୍ତି । ବିଜେଡି ଯୁବ ଜନତା ଦଳ ମୁଖ୍ୟାଳୟରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି…

ବିଜେଡିରେ ସାମିଲ ହେଲେ ବେଗୁନିଆର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ

ଭୁବନେଶ୍ୱର- କଂଗ୍ରେସକୁ ଆଉ ଏକ ଝଟକା । ବେଗୁନିଆର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ନିଜର ସମର୍ଥକଙ୍କ ସହ ପ୍ରଦୀପ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ…