Browsing Tag

Puri Administration

ବିନାଭକ୍ତରେ ସ୍ନାନ ଯାତ୍ରା, କାଲିଠାରୁ ପୁରୀରେ ୧୪୪ ଧାରା

ପୁରୀ- ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଂଚିଥିବା ବେଳେ ଆସନ୍ତାକାଲି ସହରରେ ୧୪୪ ଧାରା ଜାରି ହେବ । ଏଥର ବିନା ଭକ୍ତରେ ସ୍ନାନ ଯାତ୍ରା ହେଉଥିବାରୁ ଭିଡ ଯେମିତିନ ହେବ, ସେଥିପାଇଁ ୨୩ ତାରିଖ ରାତି ୧୦ଟାରୁ ୧୪୪ ଧାରା ଜାରି କରାହେବ । ୨୫…

ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ପକ୍ଷରୁ ୨ଟି ଜାଗାର ସର୍ଭେ

ଭୁବନେଶ୍ୱର- ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ-ଏଏଆଇ ର ବୈଷୟିକ କମିଟି ପକ୍ଷରୁ ସର୍ଭେ କରାଯାଇଛି । ସର୍ଭେରେ ଦିଲ୍ଲୀର ୪ ଓ ଭୁବନେଶ୍ୱରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ସାମିଲ ହୋଇଥିଲେ । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଏବଂ ସିପସରୁବାଲି ଅଂଚଳର…

ଆସନ୍ତା ୨୩ରୁ ଶ୍ରୀମନ୍ଦିର ସମେତ ଖୋଲିବ ପୁରୀର ସବୁ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା

ପୁରୀ – ଡିସେମ୍ବର ୨୩ରୁ ଖୋଲିବ ପୁରୀର ସବୁ ଧର୍ମାନୁଷ୍ଠାନ । ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବ । ଏ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । କୋଭିଡ ଗାଇଡଲାଇନ ପାଳନ କରାଯାଇ ସବୁ ଧର୍ମାନୁଷ୍ଠାନ ଖୋଲିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ଶ୍ରୀମନ୍ଦିର…

‘ମୋ ଧାମ, ମୋ ଗର୍ବ’ ଅଭିଯାନ ଉଦ୍‌ଯାପିତ

ପୁରୀ - ପୁରୀ ସହରକୁ ଶ୍ରେଷ୍ଠ ଧାମରେ ପରିଣତ କରିବା ପାଇଁ ନିକଟରେ ଆରମ୍ଭ ହୋଇଥିବା ‘ମୋ ଧାମ, ମୋ ଗର୍ବ’ ଅଭିଯାନ ଆଜି ଉଦ୍‌ଯାପିତ ହୋଇଯାଇଛି । ପୁରୀ ବେଳାଭୂମିରେ ଆୟୋଜିତ ଉଦଯାପନୀ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀକୁ ବିଶ୍ୱର…