Browsing Tag

Puri Administration

ଆସନ୍ତା ୨୩ରୁ ଶ୍ରୀମନ୍ଦିର ସମେତ ଖୋଲିବ ପୁରୀର ସବୁ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା

ପୁରୀ – ଡିସେମ୍ବର ୨୩ରୁ ଖୋଲିବ ପୁରୀର ସବୁ ଧର୍ମାନୁଷ୍ଠାନ । ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବ । ଏ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । କୋଭିଡ ଗାଇଡଲାଇନ ପାଳନ କରାଯାଇ ସବୁ ଧର୍ମାନୁଷ୍ଠାନ ଖୋଲିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ଶ୍ରୀମନ୍ଦିର…

‘ମୋ ଧାମ, ମୋ ଗର୍ବ’ ଅଭିଯାନ ଉଦ୍‌ଯାପିତ

ପୁରୀ - ପୁରୀ ସହରକୁ ଶ୍ରେଷ୍ଠ ଧାମରେ ପରିଣତ କରିବା ପାଇଁ ନିକଟରେ ଆରମ୍ଭ ହୋଇଥିବା ‘ମୋ ଧାମ, ମୋ ଗର୍ବ’ ଅଭିଯାନ ଆଜି ଉଦ୍‌ଯାପିତ ହୋଇଯାଇଛି । ପୁରୀ ବେଳାଭୂମିରେ ଆୟୋଜିତ ଉଦଯାପନୀ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀକୁ ବିଶ୍ୱର…

‘ମୋ ବିଚ୍ ଯୋଗ’ : କୋଭିଡ-୧୯ ଓ ପରିବେଶ ସଚେତନତା ପାଇଁ ଏକ ଅଭିନବ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

ପୁରୀ- ମୋ ବିଚ୍ ଅଭିଯାନର ସଫଳତା ଓ ପୁରୀ ଗୋଲଡେନ୍ ବିଚକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ମିଳିଲା ପରେ ପୁରୀରେ ଏବେ ଅଭିନବ ଉପାୟରେ କୋଭିଡ -୧୯ ନିୟମ ପାଳନ ପୂର୍ବକ ଜନସ୍ୱାସ୍ଥ୍ୟ ଓ ପରିବେଶ ଶିକ୍ଷାର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ…