Browsing Tag

Puri Swargadwar

ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଶବ ଦାହ ପାଇଁ ଥିବା କଟକଣା ଆଜି ହଟିଲା

ପୁରୀ- ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଶବ ସତ୍କାର ଉପରେ ନେଇ ଦୀର୍ଘ ଦିନ ଥିବା କଟକଣା ଆଜି ହଟିଛି । ଆଜିଠାରୁ ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକେ ଶବ ସତ୍କାର କରିପାରିବେ ।ତେବେ ଶବ ଦାହ ବେଳେ ମାତ୍ର ୧୦ ଜଣ ହିଁ ଉପସ୍ଥିତ ରହିପାରିବେ । ସେମାନଙ୍କ ପାଇଁ କୋଭିଡ…

ସ୍ୱର୍ଗଦ୍ୱାର ସେବା ସମିତି ହାତରେ ରହିବ ପୁରୀ ସ୍ୱର୍ଗଦ୍ୱାର ପରିଚାଳନା ଦାୟିତ୍ୱ, ରାଜ୍ୟ ସରକାରଙ୍କ ଅନୁମତି

ପୁରୀ- ସ୍ୱର୍ଗଦ୍ୱାର ସେବା ସମିତି ସ୍ୱର୍ଗଦ୍ୱାରର ପରିଚାଳନା ଦାୟିତ୍ୱରେ ରହିବ । ପରିଚାଳନା ଦାୟିତ୍ୱ ସ୍ୱର୍ଗଦ୍ୱାର ସେବା ସମିତିକୁ ହସ୍ତାନ୍ତର ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଜିଲ୍ଲା ପ୍ରଶାସନକୁ ସୂଚିତ କରିଛି । ସମିତିରେ ମୋଟ ୯…