Browsing Tag

Puri Swargadwar

ସ୍ୱର୍ଗଦ୍ୱାର ସେବା ସମିତି ହାତରେ ରହିବ ପୁରୀ ସ୍ୱର୍ଗଦ୍ୱାର ପରିଚାଳନା ଦାୟିତ୍ୱ, ରାଜ୍ୟ ସରକାରଙ୍କ ଅନୁମତି

ପୁରୀ- ସ୍ୱର୍ଗଦ୍ୱାର ସେବା ସମିତି ସ୍ୱର୍ଗଦ୍ୱାରର ପରିଚାଳନା ଦାୟିତ୍ୱରେ ରହିବ । ପରିଚାଳନା ଦାୟିତ୍ୱ ସ୍ୱର୍ଗଦ୍ୱାର ସେବା ସମିତିକୁ ହସ୍ତାନ୍ତର ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଜିଲ୍ଲା ପ୍ରଶାସନକୁ ସୂଚିତ କରିଛି । ସମିତିରେ ମୋଟ ୯…