Browsing Tag

PUri

ସଂକ୍ଷେପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ- ୨୦୧୯ ମସିହା ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀକ୍ଷେତ୍ରକୁ ବିଶ୍ୱର ପ୍ରମୁଖ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା ସଂପର୍କରେ ଘୋଷଣା କରିଥିଲେ । ଶ୍ରୀକ୍ଷେତ୍ରର ବିକାଶ ଅନ୍ୟ କୌଣସି ଢାଂଚାରେ ବା କାହାକୁ ଅନୁକରଣ କରି ହେବ ନାହିଁ । ବରଂ…

ଆସନ୍ତା ୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ପୁରୀ - ଆସନ୍ତା ୨୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ମେଘନାଦ ପାଚେରୀ କଡରୁ ୭୫ ମିଟର ପରିଧି ମଧ୍ୟରେ ଐତିହ୍ୟ ସୁରକ୍ଷା କରିଡର ନିର୍ମାଣ ପାଇଁ ଯୋଜନା ରହିଛି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଧାର କରି…

ଦୀପାବଳୀ ପାଇଁ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି

ପୁରୀ - ଦୀପାବଳୀ ପାଇଁ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି ହୋଇଛି । ସିଂହଦ୍ୱାର ଓ ମନ୍ଦିର ଚାରିପଟେ ଜନସମାଗମକୁ ଏଡାଇବା ପାଇଁ ଜାରି ହୋଇଛି ନିଷେଧାଦେଶ । ଭୋର୍ ୪ଟାରୁ ଜାରି ହୋଇଛି ୧୪୪ ଧାରା । ମଧ୍ୟରାତ୍ର ଯାଏଁ ଏହି କଟକଣା ବଳବତ୍ତର ରହିବ । କାଉଁରିଆ କାଠ ଜାଳିବା ବେଳେ ପ୍ରବଳ ଭିଡ,…

ଆଜିଠାରୁ କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା, ସେବାୟତଙ୍କ ପାଇଁ ନୂଆ ଡ୍ରେସକୋଡ୍ ଲାଗୁ

ପୁରୀ- ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । କିନ୍ତୁ କୋରୋନା ଯୋଗୁଁ ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା ହୋଇଛି । କଟକଣା ସତ୍ତ୍ୱେ ଭିଡ ସମ୍ଭାବନା ଥିବାରୁ ନିୟନ୍ତ୍ରଣ ପାଇଁ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି । ଏହାଛଡା ସେବାୟତଙ୍କ ପାଇଁ ଆଜିଠାରୁ ଡ୍ରେସକୋଡ୍ ନିୟମ ବି ଲାଗୁ…